ବୀରମହାରାଜପୁର: ବିରାମହରାଜପୁର ବରିଷ୍ଠ ନାଗରିକ ସଙ୍ଗଠନ ଠାରେ ଆର୍ଥିକ ସାକ୍ଷାତକାର ଓ ସଚେତନତା ଶିବିର ଅନୁଷ୍ଠିତ
ସୂଚନା ଅନୁସାରେ ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବରିଷ୍ଠ ନାଗରିକ ସଙ୍ଗଠନ ଠାରେ ଆଜି ପୂର୍ବାହ୍ନ ଏଗାରଟାରେ ଜିଲ୍ଲା ଆର୍ଥିକ ସେବା ବିଭାଗ ତରଫରୁ ସଞ୍ଚୟ ପକ୍ଷ ପାଳନ ଅବସରରେ ଆର୍ଥିକ ସାକ୍ଷାରତା ଓ ସଚେତନତା ଶିବିର ଅନୁଷ୍ଠାନର ସଭାପତି ଡ଼ ପ୍ରଫୁଲ୍ଲ କୁମାର ରଥଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ସୁବର୍ଣ୍ଣପୁର ଜିଲ୍ଲା ସଞ୍ଚୟ ସେବା ଅଧିକାରୀ ମଙ୍ଗଳ ପ୍ରଧାନ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ସୁରକ୍ଷିତ ସଞ୍ଚୟ ଉପରେ ଗୁରୁତ୍ବ ଆରୋପ କରିବା ସହିତ ସାଇବର ଠକ ମାନଙ୍କ