ବୀରମହାରାଜପୁର: ଗର୍ଭବତୀ ନାବାଳିକାକୁ ପ୍ରତାରଣା କରିଥିବା ଅଭିଯୋଗରେ ଅଭିଯୁକ୍ତ ପ୍ରେମିକକୁ କୋର୍ଟ ଚାଲାଣ କଲା ଉଲୁଣ୍ଡା ପୋଲିସ
Biramaharajpur, Subarnapur (Sonepur) | Sep 13, 2025
ଗର୍ଭବତୀ ନାବାଳିକାକୁ ପ୍ରତାରଣା କରିଥିବା ଅଭିଯୋଗରେ ଅଭିଯୁକ୍ତ ପ୍ରେମିକକୁ ପୁଲିସ ଗିରଫ କରି ଆଜି ଅପରାହ୍ନରେ କୋର୍ଟ ଚାଲାଣ କରିଛି l l...