ରେଢାଖୋଲ: ସନ୍ଥକବି ଭୀମ ଭୋଇ କଲେଜରେ ସମ୍ବିଧାନ ଦିବସ ପାଳିତ
ସନ୍ଥକବି ଭୀମ ଭୋଇ କଲେଜରେ ସମ୍ବିଧାନ ଦିବସ ପାଳିତ ରେଢ଼ାଖୋଲ ସନ୍ଥକବି ଭୀମ ଭୋଇ ମହାବିଦ୍ୟାଳୟରେ ବୁଧବାର ସକାଳେ ସମ୍ବିଧାନ ଦିବସ ସଗୌରବେ ପାଳିତ ହୋଇ ଯାଇଛି । ଏହି ଉପଲକ୍ଷେ ଅନୁଷ୍ଠିତ ସଭାରେ ଅଧ୍ୟକ୍ଷ ଅମୂଲ୍ୟ କୃଷ୍ଣ ପାଢୀ ଅଧ୍ୟକ୍ଷତା କରି ଡ଼. ବି. ଆର୍. ଅମ୍ବେଦକରଙ୍କ ଅବଦାନ ଓ ଭାରତୀୟ ସମ୍ବିଧାନର ଲୋକତାନ୍ତ୍ରିକ ମୂଲ୍ୟବୋଧକୁ ଉଦ୍ଧାର କରିଥିଲେ। ସେ ସମ୍ବିଧାନୀୟ ଅଧିକାର, କର୍ତ୍ତବ୍ୟ ଓ ପ୍ରସ୍ତାବନାର ଆଦର୍ଶ ବିଷୟରେ ସଚେତନ ହୋଇ ନାଗରିକତାର ମୂଲ୍ୟବୋଧକୁ ଅନୁପାଳନ କରିବାକୁ ଆହ୍ୱାନ ଦେଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ପ୍ରାଧ୍ୟାପିକା ମମତା ମହାପାତ୍ର, ଡ଼ ମନୋରଂଜନ ମହନ୍ତ,