ଝାରସୁଗୁଡା ଜିଲ୍ଲା କୋଲାବିରା ଗସ୍ତ କରି କୋଲାବିରା ଠାରେ ଗୋଣ୍ଡ ଜମିଦାର ପରିବାର ବର୍ଗଙ୍କୁ ସାକ୍ଷାତ କଲେ ଜାତୀୟ ଜନଜାତି ଆୟୋଗ ସଦସ୍ୟା ଡକ୍ଟର ଆଶା ଲାକ୍ରା। ତେବେ ଆଜି ଦିନ ଗୋଟାଏ ସମୟରେ କୋଲାବିରା ଠାରେ ଗୋଣ୍ଡ ଜମିଦାର ପରିବାର ବର୍ଗଙ୍କୁ ସାକ୍ଷାତ କରି ପୂର୍ବ ସମୟର କିଛି ଅଭୁଲା ସ୍ମୃତି ଫୋଟୋ ଦେଖିଥିଲେ। ଏହା ସହିତ ବିଭିନ୍ନ ବିଷୟରେ ଆଲୋଚନା କରିଥିଲେ ଜାତୀୟ ଜନଜାତି ଆୟୋଗ ସଦସ୍ୟା ତଥା ଭାରତୀୟ ଜନତା ପାର୍ଟିର ରାଷ୍ଟ୍ରୀୟ ମନ୍ତ୍ରୀ ଡକ୍ଟର ଆଶା ଲାକ୍ରା। ତାଙ୍କର ଏହି ଗସ୍ତ ସମୟରେ ଝାରସୁଗୁଡା ବିଧାୟକ ଟଙ୍କଧର ତ୍ରିପାଠୀ ମଧ୍ୟ ଉପସ୍ଥିତ ରହି ସମସ୍ତ ବିଷୟରେ ଅବଗତ କରାଇବା