କଟକ ପୌରାଞ୍ଚଳ: ମର୍କତନଗର ବୀମା କର୍ମଚାରୀଙ୍କ ବିରୋଧରେ ରବିବାର ମର୍କଟନଗର ଥାନାରେ ଦୁର୍ବ୍ୟବହାର ଅଭିଯୋଗ ଆଣିଛନ୍ତି ଜଣେ ମହିଳା ଋଣ ଗ୍ରହିତା।
ମର୍କତନଗର ବୀମା କର୍ମଚାରୀଙ୍କ ବିରୋଧରେ ଅଭିଯୋଗ ଆଣିଛନ୍ତି ଜଣେ ମହିଳା ଋଣ ଗ୍ରହିତା। ତାଙ୍କୁ ବୀମା କର୍ମଚାରୀମାନେ ଦୁର୍ବ୍ୟବହାର କରିଥିବା ମର୍କତନଗର ଥାନାରେ ଏତଲା ଦେଇଛନ୍ତି। ଅଭିଯୋଗ ଆଧାରରେ ରବିବାର ସନ୍ଧ୍ୟା ୭ଟାରେ ପୁଲିସ ମାମଲା ରୁଜୁକରି ଘଟଣାର ତଦନ୍ତ ଆରମ୍ଭ କରିଛି।