ବିନିକା ଅଞ୍ଚଳରେ ଧନର ଅଭାବ ବିକ୍ରି ,ଟୋକନ ସମସ୍ୟା ନେଇ ଆଜି ଅପରାହ୍ନ ପ୍ରାୟ 3ଟା 30ମିନିଟ ସମୟରେ ବିନିକା ତହସିଲଦାରଙ୍କ ଜରିଆରେ ସୁବର୍ଣ୍ଣପୁର ଜିଲ୍ଲାପାଳଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇଛି Iଆଜି ଶତାଧିଜ ଚାଷୀମାନେ ପ୍ରଥମେ ବିନିକା ମାର୍କେଟ ୟାର୍ଡ଼ରେ ଏକ ବୈଠକ କରିବା ସହ ଏକ ବିଶାଳ ଶୋଭାଯାତ୍ରାରେ ବାହାରି ବିଭିନ୍ନ ନାରାବାଜୀ ଦେଇ ତହସିଲ କାର୍ଯ୍ୟାଳୟକୁ ପହଂଚିଥିଲେ I ସେଠାରେ ବିକ୍ଷୋଭ ପ୍ରଦର୍ଶନ ସହ ଆସନ୍ତା ୨ ଦିନ ଭିତରେ ମଣ୍ଡିର ସମସ୍ତ ସମସ୍ୟାର ସମାଧାନ ପାଇଁ ତହସିଲଦାରଙ୍କୁ ଦାବିପତ୍ର ପ୍ରଦାନ କରାଯାଇଥିଲା Iଯଦି ୨ ଦିନ ଭିତରେ ମଣ୍ଡି ସମସ୍ୟାର ସମାଧାନ ହେବନ