ଡ଼ିସେମ୍ବର ୨୦ ତାରିଖ ମଧ୍ୟାହ୍ନ ୧ଟା ସମୟରେ ଉଦିତନଗର ଛକ ପାଖ ବାବା ଆମ୍ବେଦକର ମୂର୍ତ୍ତି ପାଖରେ DCC ରାଉରକେଲାର ସଭାପତି ସବୀର ହୁସେନ, ପୂର୍ବତନ ସଭାପତି ରବି ରବି ରାୟ, ବରିଷ୍ଠ କଂଗ୍ରେସ କର୍ମୀ ଖଦାଳ ସେଠି, ରଶ୍ମି ରଞ୍ଜନ ପାଢ଼ୀ, ପ୍ରମୁଖ ସାମ୍ବାଦିକ ସମ୍ମିଳନୀରେ ଜଣାଇଲେ କି ନେସନାଲ ହେରାଲ୍ଫ ମାମଲାରେ ED, କରିଥିବା ଅଭିଯୋଗକୁ ଦିଲ୍ଲୀ ହାଇକୋର୍ଟ ପ୍ରତ୍ୟାଖାନ କରିଛନ୍ତି, ୧୦ ବର୍ଷ ଧରି CBI ଚଢ଼ାଉ କରି, ମିଛରେ ବିଜେପି ଚକ୍ରାନ୍ତ କରି ସୋନିଆ ଓ ରାହୁଲ ଗାନ୍ଧୀଙ୍କୁ ୧୦ ବର୍ଷ ଧରି ED ଓ CBI ଲଗାଇ ହଇରାଣ କଲା, କିନ୍ତୁ ଦିଲ୍ଲୀ ହାଇକୋର୍ଟ ଏ ସବୁ ଘଟଣାରୁ sonia ଓ ରାଗାନ୍ଧୀ