Public App Logo
Jansamasya
National
Delhi
Vandebharatexpress
Didyouknow
Shahdara
New_delhi
South_delhi
Worldenvironmentday
Beattheheat
Beatncds
Stopobesity
Hiv
Aidsawareness
Oralhealth
Mentalhealth
Seasonalflu
Worldimmunizationweek
Healthforall
Sco
Blooddonation
Saynototobacco
Vayvandanacard
Ayushmanbharat
Tbmuktbharat
Pmjay
Jansamasya
Liverhealth
Sicklecellawareness

ଓରିଏଣ୍ଟ: 9 ନମ୍ବର ପେଟ୍ରୋଲ ପମ୍ପ ନିକଟରେ ସ୍କୁଟିକୁ ଏକ ଟ୍ରକ ଧକ୍କାଦେବା ଘଟଣାରେ ଟ୍ରକ ଡ୍ରାଇଭରକୁ ଗିରଫ କରି କୋର୍ଟ ଚାଲାଣ କଲା ଓରିଏଣ୍ଟ ଥାନା ପୋଲିସ

Orient, Jharsuguda | Sep 19, 2025
ଓରିଏଣ୍ଟ ଥାନା ଅନ୍ତର୍ଗତ 9 ନମ୍ବର ପେଟ୍ରୋଲ ପମ୍ପ ନିକଟରେ ସ୍କୁଟି କୁ ଏକ ଟ୍ରକ ଧକ୍କାଦେବା ଘଟଣାରେ ଟ୍ରକ ଡ୍ରାଇଭର କୁ ଗିରଫ କୋର୍ଟ ଚାଲାଣ କଲା ପୋଲିସ। ତେବେ ଗତ16 ତାରିଖ ଝାରସୁଗୁଡ଼ା ଜିଲ୍ଲା ଓରିଏଣ୍ଟ ଥାନା ଅନ୍ତର୍ଗତ ୪୯ ନମ୍ବର ଜାତୀୟ ରାଜପଥ 9 ନଂ ପେଟ୍ରୋଲ ପମ୍ପ ନିକଟରେ ଟ୍ରକ ବେପରୁଆ ଭାବେ ରାସ୍ତାର କଡ଼ରୁ ମଝି କୁ ଆସିଯିବାରୁ ଧକ୍କା ହୋଇ ଘଟଣାସ୍ଥଳରେ ସ୍କୁଟି ଆରୋହି ଖଗେଶ୍ୱର ରଣାଙ୍କ ମୃତ୍ୟୁ ହୋଇଥିଲା। ଖଗେଶ୍ୱରଙ୍କ ଘର ପଞ୍ଚପଡ଼ାରେ ହୋଇଥିବା ବେଳେ 9 ନଂ ନିକଟରେ ଏକ ଟ୍ରକ ବେପରୁଆ ଭାବେ ଧକ୍କା ଦେଇଥିଲା।

MORE NEWS