ରେଢ଼ାଖୋଲ ପ୍ରେସ କ୍ଳବ ତରଫରୁ ସରକାରୀ ବସ ସହିତ କିଛି ବସ ର ସମ୍ପ୍ରସାରଣ ଓ ଟିକେଟ ବୁକିଙ୍ଗ କାଉଣ୍ଟର ଦାବୀ ରେଢ଼ାଖୋଲ ରୁ ସମ୍ବଲପୁର କୁ ସରକାରୀ ବସ ସେବା ଯୋଗାଇବା ଦାବୀକୁ ନେଇ ରେଢ଼ାଖୋଲ ପ୍ରେସ କ୍ଲବ ତରଫରୁ ମଙ୍ଗଳବାର ସକାଳେ ରେଢ଼ାଖୋଲ ଉପଜିଲ୍ଲାପାଳ ଙ୍କୁ ଏକ ଦାବୀ ପତ୍ର ପ୍ରଦାନ କରାଯାଇଛି l ରେଢ଼ାଖୋଲ ଉପଖଣ୍ଡର ଜନସାଧାରଣ ଶିକ୍ଷା, ବ୍ୟବସାୟ, ସ୍ୱାସ୍ଥ୍ୟ ସେବା ପାଇଁ ସମ୍ବଲପୁର, ବୁର୍ଲା, କଟକ, ଭୁବନେଶ୍ୱର, ବ୍ରହ୍ମପୁର ପ୍ରତ୍ୟେକ ଦିନ ଯିବା ଆସିବା କରିଥାନ୍ତି l ଯାତ୍ରୀ ଙ୍କ ସୁବିଧା ପାଇଁ ରେଢ଼ାଖୋଲ ସହରରେ ଏକ ସରକାରୀ ବସର ଅଗ୍ରିମ ଟିକେଟ ବୁକିଙ୍ଗ କାଉଣ୍ଟର, ରେଢ଼ାଖ