ବୌଦ୍ଧ ସଦର: ଧୂରମାଲ ଜଙ୍ଗଲରେ ମହୁଲି ମଦ ଆଡ୍ଡାରେ ଜିଲ୍ଲା ଅବକାରୀ ମୋବାଇଲ ସ୍କ୍ୱାର୍ଡର ଚଢ଼ାଉ, ୩୫୦ କେଜି ମହୁଲ ପୋଚ ନଷ୍ଟ
Baudh Sadar, Boudh (Bauda) | Aug 22, 2025
ଆଜି ସନ୍ଧ୍ୟା ୭ଟା ସମୟରେ ଜିଲ୍ଲା ଅବକାରୀ କାର୍ଯ୍ୟାଳୟ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ l ବୌଦ୍ଧ ଜିଲ୍ଲା ଅବକାରୀ ମୋବାଇଲ ସ୍କ୍ୱାର୍ଡ...