ଜଳେଶ୍ବର: ଭେଲୁରା ନିକଟରେ ଗୋରୁ ବୋଝେଇ ପିକଅପ ଜବତ,22 ଗୋରୁ ଉଦ୍ଧାର
ଗୋରୁ ବୋଝେଇ ପିକଅପ ଜବତ,22 ଗୋରୁ ଉଦ୍ଧାର ବାଲେଶ୍ୱର ଜିଲ୍ଲା ବସ୍ତା ଥାନା ଅନ୍ତର୍ଗତ ଭେଲୁରା ନିକଟରେ ଗୋରୁ ବୋଝେଇ ପିକଅପ କୁ ଜବତ କରିଛି ପୋଲିସ l ସୂଚନା ଅନୁଯାୟୀ ଆଜି ଭୋର ସମୟରେ ବସ୍ତା ପୋଲିସ ଓ ଜାତୀୟ ରାଜପଥ ପୋଲିସ କୌଣସି ସୂତ୍ରରୁ ଖବର ପାଇ ଭେଲୁରା ନିକଟରେ ଉକ୍ତ ପିକଅପ ଅଟକାଇ 22 ଗୋରୁ ଉଦ୍ଧାର କରି ଗୋଶାଳାରେ ଛାଡିଥିଲେ