ସୋନପୁର: ଖଲିଆପାଲି ରେ ନଗର ସଂକୀର୍ତନ୍ୟ ଶହ 16 ପ୍ରହରୀ ନାମ ଯଜ୍ଞ ଉଦଯାପିତ
ସୂଚନା ଅନୁସାରେ ଗତ ୨ ଦିନ ହେଲା ସୁବର୍ଣ୍ଣପୁର ଜିଲ୍ଲା ସଦର ବ୍ଲକ ଖଲିଆପାଲି ଠାରେ ସାର୍ବଜନୀନ ଗଜଲକ୍ଷ୍ମୀ ପୂଜା ଅବସରରେ ଆରମ୍ଭ ହୋଇଥିବା 16 ପ୍ରହରୀ ନାମ ଯଜ୍ଞ ଆଜି ଅପରାହ୍ନ ୩ ଘଣ୍ଟା ସମୟରେ ନଗର ସଂକୀର୍ତନ୍ୟ ଶହ ଉଦଯାପିତ ହୋଇଯାଇଛି l ନାମ ଯଜ୍ଞରେ ଜିଲ୍ଲା ତଥା ଜିଲ୍ଲା ବାହାରର 16 ଗୋଟି ସଂକୀର୍ତନ୍ୟ ଦଳ ଯୋଗଦାନ କରି ହରେ କୃଷ୍ଣ ମହାମନ୍ତ୍ର ଗାନ କରିଥିବା ବେଳେ ସମଗ୍ର ପରିବେଶରେ ଏକ ଆଧ୍ୟାତ୍ମିକ ବାତାବରଣ ସୃଷ୍ଟି ହୋଇଥିଲା l ଆଜିର ନଗର ସଂକୀର୍ତନ୍ୟ ରେ ଶହ ଶହ ଭକ୍ତ ଓ ଶ୍ରଦ୍ଧାଳୁଙ୍କ ସମାଗମ ହୋଇଥିଲା