ବ୍ରହ୍ମପୁର ସ୍ଥିତ ଭି ଭି ଗିରି ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ଠାରେ ବିଶ୍ଵ ହାତ ଧୁଆ ଦିବସ ପାଳନ କରାଯାଇଛି । ପ୍ରତ୍ୟେକ ବର୍ଷ ଅକ୍ଟୋବର 15 ତାରିଖ କୁ ବିଶ୍ଵ ହାତଧୁଆ ଦିବସ ରୂପେ ପାଳନ କରାଯାଉଛି। ବୁଧବାର ପୂର୍ବାହ୍ନରେ ପ୍ରଧାନ ଶିକ୍ଷୟିତ୍ରୀ ଭାଗ୍ୟଲତା ପାଣଗ୍ରାହୀ ସୁସ୍ଥ ସମାଜ ରେ ନିରୋଗ ରହିବା କୁ ହେଲେ ସ୍ୱଚ୍ଚତା ଓ ସୁସ୍ଥ ପରିବେଶ ହିଁ ଆବଶ୍ୟକତା ବୋଲି ବୁଝାଇଥିଲେ।