ଭଟଲି: ଅମ୍ବାଭୋନା ପଞ୍ଚାୟତ ସମିତି ପରିସରରେ ବ୍ଳକ ସ୍ତରୀୟ ଭୀମ ଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର
ଅମ୍ବାଭୋନା ପଞ୍ଚାୟତ ସମିତି ପରିସରରେ ବ୍ଳକ ସ୍ତରୀୟ ଭୀମ ଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିରଭଟଲି ନିର୍ବାଚନ ମଣ୍ଡଳୀ ର ଅମ୍ବାଭୋନା ବ୍ଳକ ର ଅମ୍ବାଭୋନା ପଞ୍ଚାୟତ ସମିତି ପରିସରରେ ଆଜି ସକାଳ ୧୦ ଟାରେ ଅମ୍ବାଭୋନା ବ୍ଳକ ସ୍ତରୀୟ ଭୀମ ଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର ଆରମ୍ଭ ହୋଇଥିଲା।ଏହି ଶିବିରରେ ଅମ୍ବାଭୋନା ବ୍ଳକ ଗୋଷ୍ଠୀ ଅଧିକାରୀଡ଼. ଲଳିତ ବାଗ ଯୋଗଦାନ କରିଥିବା ବେଳେଏହି ଶିବିରରେ ଅମ୍ବାଭୋନା ବ୍ଳକ ଅଧ୍ୟକ୍ଷ କୀର୍ତ୍ତିଚନ୍ଦ୍ର ଦୁଆନ ଙ୍କ ସମେତ ବ୍ଲକ ର ସମସ୍ତ କର୍ମଚାରୀ ଏବଂ ଅଙ୍ଗନ ବାଡ଼ି କର୍ମୀ ଉପସ୍ଥିତ ଥିଲେ।