ଝାରସୁଗୁଡା: ଦୁର୍ଗାପୂଜା ଅବସରରେ ଝାରସୁଗୁଡା ଟାଉନ ଦୁର୍ଗାପୂଜା କମିଟି ପକ୍ଷରୁ ସାଂସ୍କୃତିକ କାର୍ଯ୍ୟକ୍ରମରେ ଅନୁଷ୍ଠିତ, ଯୋଗଦେଲେ ପୁର୍ବତନ ବିଧାୟିକା
ଝାରସୁଗୁଡା ଜିଲ୍ଲା ଟାଉନ ଦୁର୍ଗାପୂଜା କମିଟି ପକ୍ଷରୁ ଧୂମଧାମ ରେ ପାଳିତ ହେଉଛି ମହିଷାମର୍ଦ୍ଧିନି ମା ଜଗତଜନନୀ ଦଶଭୁଜା ଦୁର୍ଗାଙ୍କ ପୂଜାର୍ଚ୍ଚନା। ତେବେ ଆଜି ସନ୍ଧ୍ୟା ସାଢ଼େ ଛଅଟା ସମୟରେ ଝାରସୁଗୁଡା ଟାଉନ ଦୁର୍ଗାପୂଜା କମିଟି ପକ୍ଷରୁ ମନମୋହନ ସ୍କୁଲ ପଡ଼ିଆ ସମ୍ମୁଖରେ ଆୟୋଜିତ ସାଂସ୍କୃତିକ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ଝାରସୁଗୁଡାର ପୁର୍ବତନ ବିଧାୟିକା ଦୀପାଲି ଦାସ ଯୋଗଦାନ କରିଥିବା ବେଳେ ଅନେକ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ରହିଥିଲେ। ଦୁର୍ଗାପୂଜା ପାଇଁ ସମଗ୍ର ଝାରସୁଗୁଡା ଚଳଚଞ୍ଚଳ ରହିଥିବା ବେଳେ ଝାରସୁଗୁଡା ଟାଉନ ଦୁର୍ଗାପୂଜା କମିଟି ପକ୍ଷରୁ ସୁନ୍ଦର ଆୟୋଜନ