ଭଟଲି: ପଶ୍ଚିମଓଡିଶା ର ଶ୍ରୀକ୍ଷେତ୍ର ଭଟଲି ର ଦଧିବାମନ ମନ୍ଦିର ରେ ପ୍ରଭୁ ଙ୍କ ସନ୍ଧ୍ୟାଆଳତି ଆଜି ମହାସମାରୋହରେ ଅନୁଷ୍ଟିତ, ଯୋଗଦେଲେ ଶହ ଶହ ଭକ୍ତ
ପଶ୍ଚିମ ଓଡିଶା ର ଶ୍ରୀକ୍ଷେତ୍ର ଭାବେ ପରିଚିତ ଭଟଲି ଦଧିବାମନ ମନ୍ଦିର ରେ ଆଜି ମାର୍ଗଶିର ମାସ ଶୁକ୍ଲପକ୍ଷ ଚତୁର୍ଥୀ ରେ 7 PM ରେ ମହାପ୍ରଭୁ ଙ୍କ ସନ୍ଦ୍ୟା ଆଳତି ମହାସମାରୋହରେ ଅନୁଷ୍ଠିତ, ଯୋଗଦେଲେ ଶହ ଶହ ଭକ୍ତ