ମୟୂରଭଞ୍ଜ ଜିଲ୍ଳାପାଳ ହେମକାନ୍ତ ସୟ ଆଜି ଅର୍ଥାତ ମଙ୍ଗଳବାର ଦିନ ମୟୂରଭଞ୍ଜ ଜିଲ୍ଲା ବଡ଼ସାହି ବ୍ଲକ ଅନ୍ତର୍ଗତ ଚନ୍ଦନପୁର ଗ୍ରାମପଞ୍ଚାୟତ ର ଗୌଡଗାଁ ସ୍ଥିତ ଆଶ୍ରମ ବିଦ୍ୟାଳୟ ପରିଦର୍ଶନରେ ଯାଇ ବିଦ୍ୟାଳୟର ସମସ୍ତ ପ୍ରକାର ଆନୁଷଙ୍ଗିକ ବ୍ୟବସ୍ଥା ନିରୀକ୍ଷଣ କରିଥିଲେ ଏବଂ ଛାତ୍ରଛାତ୍ରୀଙ୍କ ସହ ଭାବବିନିମୟ କରି ସ୍ମାର୍ଟ କ୍ଲାସ ଉପରେ ବିଦ୍ୟାର୍ଥୀଙ୍କ ଦକ୍ଷତା ଅନୁଧ୍ୟାନ କରିଥିବା ନେଇ ଜଣାପଡିଛି।