ପଦ୍ମପୁର: ନକଲି ଆଦିବାସୀ ପ୍ରମାଣପତ୍ର ହାତେଇବା ଅଭିଯୋଗ ରେ ଜେଲ ଗଲେ ପାଇକମାଲ ବ୍ଲକ ଉପାଧ୍ୟକ୍ଷ ସଞ୍ଜିବ ବାରିକ
ସେ ନକଲି ଆଦିବାସୀ ପ୍ରମାଣପତ୍ର ବ୍ୟବହାର କରି ସମସ୍ତ ସରକାରୀ ଯୋଜନା ହାତେଇଥିବା ଅଭିଯୋଗ ହୋଇଥିବାରୁ ପାଇକମାଲ ପୋଲିସ ଦ୍ୱାରା ଗିରଫ ହୋଇ କୋର୍ଟ ଚାଲାଣ ହୋଇଥିବା ପଦ୍ମପୁର sdpo ଆଜି ୧୦ଟା ୩୦ ମିନିଟ ସମୟରେ ସୂଚନା ଦେଇଛନ୍ତି । ପୋଲିସ ଠାରୁ ମିଲିଥିବା ସୂଚନା ଅନୁସାରେ ସଞ୍ଜିବ ବରିହା ନକଲି ଆଦିବାସୀ ପ୍ରମାଣପତ୍ର ହାତେଇ ବିଭିନ୍ନ ସରକାରୀ ଯୋଜନା ସହ ପାଇକମାଲ ବ୍ଲକ ଉପାଧ୍ୟକ୍ଷ ପଦ ମଧ୍ୟ ହାତେଇଥିବା ବିଭିନ୍ନ ସମୟରେ ଅଭିଯୋଗ ହୋଇଆସୁଥିଲା ।ଏନେଇ ଅଭିଯୋଗ ହେବା ପରେ ବରଗଡ ଜିଲ୍ଲା ମଙ୍ଗଳ ଅଧିକାରୀ ତଦନ୍ତ କରିଥିଲେ । ଏବଂ ସଞ୍ଜିବ ବରିହା ବାରିକ ଓରଫ ବରିହା ଅଣଆଦିବାସୀ ବୋଲି ପ