ବାଙ୍ଗିରିପୋଷି: ମା ଦୁଆରଶୁଣୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ କୁଆବୁଡା କୁ ପରିଦର୍ଶନ କରି ବିଭିନ୍ନ ସମସ୍ୟା ସମ୍ପର୍କରେ ଆଲୋଚନା କଲେ ବାଙ୍ଗିରିପୋଷି ବିଧାୟିକା
ଗୁରୁବାର ଦିନ ପ୍ରାୟ ୧୨ ଟାରେ ବାଙ୍ଗିରିପୋଷି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଚାନ୍ଦୁଆ ରେ ଥିବା ମା ଦୁଆରଶୁଣୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ କୁଆବୁଡା କୁ ପରିଦର୍ଶନ କରି ସମସ୍ତ ଛାତ୍ରଛାତ୍ରୀ ମାନଙ୍କ ସହ ଭାବବିନିମୟ କରିବା ସହ ଶିକ୍ଷା ସମସ୍ୟା ଉପରେ ଆଲୋଚନା କରିଛନ୍ତି ବାଙ୍ଗିରିପୋଷି ବିଧାୟିକା ସଞ୍ଜଳି ମୁର୍ମୁ।