କୋରାପୁଟ ସହର: କୋରାପୁଟ ରେ ପୋହଁଚିଲା ସ୍ଵର୍ଣ୍ଣ ଧନୁଷ ଯାତ୍ରା ରଥ। ଏ ନେଇ ରାମନବମୀ ଆୟୋଜନ କମିଟିର ଆଇନ ପରାମର୍ଶ ଦାତା ଅଶୋକ କୁମାର ଷଡ଼ଙ୍ଗୀ କଣ କହୁଛନ୍ତି
କୋରାପୁଟ ସହର..ଆଜି ଦିନ ଏଗାର ଟା ବାଜି ତିରିଶି ମିନିଟ୍ ସମୟରେ ରାଉରକେଲା ରୁ ବାହାରିଥିବା ସ୍ଵର୍ଣ୍ଣ ଧନୁଷ ଯାତ୍ରା ରଥ ଜୟପୁର ହୋଇ କୋରାପୁଟ ରେ ପୋହଞ୍ଚିଥିଲା। କୋରାପୁଟ ରେ ଏଇ ରଥ ପୋହଞ୍ଚିବା ପରେ ରଥ କୁ ଭବ୍ୟ ସ୍ବାଗତ କରାଯିବା ସହ ସହର ପରିକ୍ରମା କରାଯାଇଥିଲା। ଏ ନେଇ କୋରାପୁଟ ରାମ ନବମୀ ଆହୋଜନ କମିଟିର ଆଇନ ପରାମର୍ଶ ଦାତା ଅଶୋକ କୁମାର ଷଡ଼ଙ୍ଗୀ କହିଛନ୍ତି ଆମେ ଏ ନେଇ ବ୍ୟାପକ ବ୍ୟବସ୍ଥା କରିଥିଲୁ। ଆମ କମିଟିର ଆବାହକ ଠାରୁ ଆରମ୍ଭ କରି ପ୍ରତି ସଦସ୍ୟ ରଥକୁ ସହଯୋଗ କରିଥିଲେ। ଆମେ ସମସ୍ତେ କୋରାପୁଟ ବାସି ପ୍ରଭୁ ରାମଚନ୍ଦ୍ର ଙ୍କ ଆଶିଷ ପାଇଁ ଧନ୍ୟ ମନେ କଲୁ।