ଝାରସୁଗୁଡା ଜିଲ୍ଲା ପରିଷଦ ବୈଠକ ଜିଲ୍ଲା କାର୍ଯ୍ୟଳୟ ଠାରେ ଆଜି ଦିନ ସାଢେ ତିନିଟା ସମୟରେ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲା ପରିଷଦ ଅଧ୍ୟକ୍ଷା ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ଝାରସୁଗୁଡା ବିଧାୟକ ଟଙ୍କଧର ତ୍ରିପାଠୀ, ଜିଲ୍ଲାପାଳ କୁନାଲ ମୋତିରାମ ଚୌହାଣ ଏବଂ ଜିଲ୍ଲା ପରିଷଦ ସଦସ୍ୟ ଗଣ ଉପସ୍ଥିତ ରହିଥିଲେ। ଅନୁଷ୍ଠିତ ଏହି ବୈଠକରେ ବିଭିନ୍ନ ବିକାଶମୂଳକ ପ୍ରକଳ୍ପ, କଳ୍ୟାଣମୂଳକ ପଦକ୍ଷେପ ଏବଂ ସାର୍ବଜନିକ ସେବା କାର୍ୟକ୍ରମ ସମ୍ପର୍କରେ ସମୀକ୍ଷା ଓ ଆଲୋଚନା କରାଯାଇଥିଲା। ସରକାରୀ ଯୋଜନାଗୁଡ଼ିକର କାର୍ୟକରୀ ନିଷ୍ପାଦନ ନିଶ୍ଚିତ କରି ଵ୍ୟଵସ୍ଥାକୁ ଆହୁରି ଶକ୍ତିଶାଳୀ କରିବା ଏବଂ