ପୁରୀ ମ୍ୟୁନିସିପାଲଟି: ଶ୍ରୀମନ୍ଦିର ଉତ୍ତର ଦ୍ବାର ନିକଟରେ ଦୁର୍ବୁତ୍ତଙ୍କ ଆତଙ୍କରାଜ। ଛୁରାମାଡ କରି ଦାଦା ପୁତୁରାଙ୍କୁ ଘାଇଲା କରିଛନ୍ତି ଦୁର୍ବୁତ୍ତ l
Puri M, Puri | Sep 13, 2025
ପୁରୀ ପୋଲିସର ଅପରେସନ ଚକ୍ର କୁ ଦୁର୍ବୁତ୍ତଙ୍କ ଖୁଲମଖୁଲା ଚ୍ୟାଲେଞ୍ଜ। ଶ୍ରୀମନ୍ଦିର ଉତ୍ତର ଦ୍ବାର ନିକଟରେ ଦୁର୍ବୁତ୍ତଙ୍କ ଆତଙ୍କରାଜ। ଛୁରାମାଡ...