ଭଟଲି: କମଗାଁ ମହାବିଦ୍ୟାଳୟ ରେ ଡିଜିଟାଲ ସୁସ୍ଥତା ଉପରେ ସଚେତନତା କାର୍ଯ୍ୟକ୍ରମ
କମଗାଁମହାବିଦ୍ୟାଳୟରେଡିଜିଟାଲସୁସ୍ଥତାଉପରେସଚେତନତା କାର୍ଯ୍ୟକ୍ରମଭଟଲିବ୍ଳକକମଗାଁବିଦ୍ୟାଳୟରେଆଜିଦିନ୧୧ଟାରେବ୍ରହ୍ମାକୁମାରୀ ବରଗଡ ଶାଖା ପକ୍ଷରୁ ଡିଜିଟାଲ ସୁସ୍ଥତା ଉପରେ ଏକ ସଚେତନତା କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା। ଏହି କାର୍ଯ୍ୟକ୍ରମରେ ଅଧ୍ୟକ୍ଷ ପ୍ରେମାନନ୍ଦ ପଟେଲ ସଭାପତିତ୍ବ କରିଥିବା ବେଳେ ଅଧ୍ୟାପିକା ଡ଼ ଦୀପିକା କୁମାରୀ କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ଜ୍ଞ୍ୟାପନ ଓ ଅତିଥି ପରିଚୟପ୍ରଦାନକରିଥିଲେବ୍ରହ୍ମାକୁମାରୀଅନୁଷ୍ଠାନବିଷୟରେ ,ଡିଜିଟାଲ ସୁସ୍ଥତା ତଥା ମୋବାଇଲର କୁପ୍ରଭାବ ଦ୍ୱାରା କିଭଳି ଭାବରେ ଛାତ୍ର ଛାତ୍ରୀଙ୍କର ମନ ପ୍ରଦୂଷଣ ହେଉଛି ସେ ବିଷୟରେ କହିଥିଲେ। ଅ