ଖଜୁରୀପଡ଼ା ଠାରେ ବ୍ଲକ ସ୍ତରୀୟ ଶିଶୁ ସୁରଭି ମହୋତ୍ସବ - ୨୦୨୫ ଅନୁଷ୍ଠିତ । ସୂଚନା ମୁତାବକ ଗୁରବାର ଦିନ 11ଘଣ୍ଟିକା ରୁ ଆରମ୍ଭ ହଇ ରାତି 7ଘଣ୍ଟିକା ଚାଲୁ ରହିଥାଲା, ସୁଚନା ମୁତାବକ କନ୍ଧମାଳ ଜିଲ୍ଲାର ଖଜୁରୀପଡ଼ା ବ୍ଲକ ଅନ୍ତର୍ଗତ ଦୁତୀପଡା ପଞ୍ଚାୟତ ନିକଟସ୍ଥ ସରକାରୀ ଉଚ୍ଚ ବିଦ୍ୟାଳୟ ଠାରେ ବୁଧବାରଦିନ ଖଜୁରୀପଡ଼ା ବ୍ଲକ ସ୍ତରୀୟ ଶିଶୁ ସୁରଭି ମହୋତ୍ସବ - ୨୦୨୫ ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟକ୍ରମଟି ଉଦଘାଟନ ଓ ଅଧ୍ୟକ୍ଷତା କରିଥିଲେ ଗୋଷ୍ଠୀ ଶିକ୍ଷା ଅଧିକାରୀ ଶ୍ରୀ ବିନୋଦ ବିହାରୀ ଦିଗାଲ । ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଖଜୁରୀପଡ଼ା ପଞ୍ଚାୟତ ସମିତି ଅଧ୍ୟକ୍ଷା ସ