ଲୁଟ ତରାଜ ଓ ଗାଡ଼ି କାଚ ଭାଙ୍ଗିବା ଅଭିଯୋଗ ରେ ବଲାଙ୍ଗିର ଟାଉନ୍ ଥାନାରେ ମାମଲା ରୁଜୁ ହୋଇ ଦୁଇଜଣ ଅଭିଯୁକ୍ତ ଯୁବକଙ୍କୁ ଗିରଫ କରାଯାଇ କୋର୍ଟ ଚାଲାଣ କରା ଜାଇ ଥିବା ପୋଲିସ ପଖ୍ୟରୁ ଆଜି ଅପରାହ୍ନ ୪ଟା ସମୟରେ ସୂଚନା ଦିଆ ଯାଇଚି।ଅଭିଯୁକ୍ତ ମାନେ ହେଲେ ଖଡ଼ଲପଡ଼ା ନିବାସୀ ଲୋକନାଥ ବେହେରା ଓରଫ୍ ଟେପ୍ରୁ, ଏବଂ ରାଧାରାଣୀପଡ଼ା ନିବାସୀ ସାଇଗୋପାଳ ଓରଫ୍ ଘାଟା, ପୋଲିସ ଘଟଣାର ତଦନ୍ତ କରି ଏମାନଙ୍କୁ କୋର୍ଟ ଚାଲାଣ କରିଛି ଆଉ କେହି ଏହି ଘଟଣା ରେ ଜଡ଼ିତ ଅଛନ୍ତି ସେ ନେଇ ତଦନ୍ତ ଚାଲି ଥିବା ପୋଲିସ ସୂଚନା ଦେଇଛି