କୋରାପୁଟ ସହର...ଆଜି ସକାଳ ଛଅ ଟା ସମୟରେ କୋରାପୁଟ ଜିଲ୍ଲାର କୁନ୍ଦୁଲି ରେ କିଛି ସ୍ଥାନ ରେ ବରଫ ପାତ ହୋଇଥିବା ଦେଖିବାକୁ ମିଳିଛି। ପୁରି ସାକ୍ଷୀଗୋପାଳ ର ମନୋଜ କୁମାର ମହାରଣା ଗତ କାଲି ଆସି କୁନ୍ଦୁଲି ର ଦେଓମାଳି ହୋଟେଲ୍ ରେ ରାତ୍ରି ଯାପନ କରିଥିଲେ। ସକାଳୁ ଉଠି ସେ ତାଙ୍କ କାର ଯିବାକୁ ବାହାରିବା ବେଳେ ବରଫ ର ମୋଟା ଆସ୍ତରଣ କାର ଉପରେ ପଡ଼ିବାର ଦେଖି ଥିଲେ। ପରେ ପାଣି ଢ଼ାଳି ବରଫ ତରଳାଇ ଥିଲେ।