ଝାରପୋଖରିଆ ଗାଁ ମୁଣ୍ଡରେ ଥିବା ପୋଖରୀ ଉପରେ ସ୍ଥାନୀୟ ଲୋକେ ନିଭର କରୁଥିବା ବେଳେ ମୂର୍ତ୍ତି ବିସର୍ଜନ କରି ପୋଖରୀରେ ଭସାଇବା ଦ୍ବାରା ଭିଭିନ କେମିକାଲ ରଙ୍ଗ ଓ ନଡ଼ା ପଚି ଲୋକୋଙ୍କ ଦେହରେ କୁଣ୍ଡିଆଣି ହେଉଥିବା ବେଳେ ଏହି ପୋଖରୀ ରେ ନ ଭସେଇ ଅନ୍ୟତ୍ର ଭସେଇବା ପାଇଁ ଆଜି12 ଟା ସମୟରେ ମଣିଷଙ୍କର ବାରିକ ନିବେଦନ କରିଛନ୍ତି ।