ବାଲିଗୁଡା ରେ ଦୁର୍ଘଟଣା ଘଟିଥିବା ଏକ ଟାକ୍ଟର କୁ ଜବତ କରିଛନ୍ତି ବାଲିଗୁଡା ପୁଲିସ, ଏହି ସୁଚନା ଟି ବାଲିଗୁଡା ପୁଲିସ ପକ୍ଷରୁ ମଙ୍ଗଳବାର ଅପରାହ୍ନ 4ଘଣ୍ଟିକା ରେ ସୁଚନା ଦେଇଛନ୍ତି, ପୁର୍ବରୁ ବାଲିଗୁଡା ଥାନା ଅଞ୍ଚଳରେ ଟାକ୍ଟର ଦୁର୍ଘଟଣା ଜଣେ ମୁତ୍ୟୁ ବରଣ କରିଥିଲେ ଯାହକୁ ନେଇ ବାଲିଗୁଡା ଥାନା ପକ୍ଷରୁ ଏହ ଟାକ୍ଟର କୁ ଜବତ କରାଯାଇଥିବା ନେଇ ସୁଚନା ମିଳିଛି