ଢେଙ୍କାନାଳ ସଦର: ଦକ୍ଷିଣକାଳୀ ରୋଡରେ ଡ୍ରେନରେ ପଶିଗଲା କାର
ଢେଙ୍କାନାଳ ସହର ଅଞ୍ଚଳର ଦକ୍ଷିଣକାଳୀ ରୋଡର ଏକ ଡ୍ରେନରେ ଏକ କାର ପଶିଯାଇଥିବାରେ ଦୃଶ୍ୟ ଆଜି ୧ଟା୪୫ରେ ଦେଖିବାକୁ ମିଳିଥିଲା I ଢେଙ୍କାନାଳ ସହର ସ୍ମାର୍ଟ ହେବାକୁ ଯାଉଥିବା ବେଳେ ଡ୍ରେନରେ କଭର ନ ଥିବାରୁ କାରଟିର ଚକ ଡ୍ରେନ ମଧ୍ୟରେ ପଶିଯାଇ ଭାଙ୍ଗିରୁଜି ଯାଇଥିଲା ।କାରରେ ଥିବା ଯାତ୍ରାମାନେ ସୁରକ୍ଷିତ ଅଛନ୍ତି । ସ୍ଥାନୀୟ ଲୋକମାନେ ଗାଡ଼ିଟିକୁ ବାହାରକୁ ବାହାର କରୁଥିବା ବେଳର ଏହି ଦୃଶ୍ୟ ।