କନୁଆଗାଁ ପଞ୍ଚାୟତସମିତି କାଯ୍ୟଳୟ ର ସଭାଗୃହ ଠାରେ, ପଷଣ ମେଳ ଅନୁଷ୍ଠିତ ହଇଯାଇଛି, ଏହି କାଯ୍ୟକ୍ରମ ବୂଧବାର ବାର ଦିନ 11ଘଣ୍ଟିକା ରୁ ଆରମ୍ଭ କରି ଅପରାହ୍ନ 4/ଘଣ୍ଟିକା ପଯ୍ୟନ୍ତ ଚାଲୁ ରହିଥିଲା, ରେ ମୁଖ୍ୟ ଅତିଥି ଭାବରେ ପଞ୍ଚାୟତ ଅଧକ୍ଷା ସୁଲଚନା ଦଳବେହେରା, ଜିଲ୍ଲାପରିଷଦ ସଭ୍ୟା ଅନିତା ମଲ୍ଲିକ,ଉପଧକ୍ଷ ଧବଳେଶ୍ୱର ପାତ୍ର, ଉପସ୍ଥିତ ରହିଥିବା ବେଳେ, ସିଡିପିଓ ଙ୍କ ନେତୃତ୍ୱ ଜହି ପଷଣା ମେଳା ଅନୁଷ୍ଠିତ ହଇଯାଇଛି, ସ୍କୁଲ ଛାତ୍ରୀ ମାନଙ୍କୁ ସାମିକରାଯାଇଛି, ବିଭିନ୍ନ ସାଧାରଣ ଜ୍ଞାନ ସ୍ୱସ୍ଥ୍ୟ କୁ କମ୍ପିଡିସନ କରାଯାଇଥିବା ସୁଚନା ମିଳିଛି