ଜୁଜୁମୁରା: ଛାମୁଣ୍ଡା ପଞ୍ଚାୟତର ହାତୀ ପଡ଼ାରେ ୫ ଟିକିଆ ହାତୀ ପଲ , ନଷ୍ଟ କଲେ ଧାନ ଫସଲ
ଛାମୁଣ୍ଡା ପଞ୍ଚାୟତର ହାତୀ ପଡ଼ାରେ ୫ ଟିକିଆ ହାତୀ ପଲ , ନଷ୍ଟ କଲେ ଧାନ ଫସଲ lସମ୍ବଲପୁର ଜିଲ୍ଲା ଜୁଜୁମୁରା ବ୍ଳକ ଛାମୁଣ୍ଡା ପଞ୍ଚାୟତ ଅନ୍ତର୍ଗତ ହାତୀ ପଡ଼ାରେ ଗତ ମଙ୍ଗଳବାର ବିଳମ୍ବିତ ରାତିରେ ୫ ଟିକିଆ ହାତୀ ପଳ ମାନେ ଆସି ଅଞ୍ଚଳର ଅମଳ କ୍ଷମ ଧାନ ଫସଲ ନଷ୍ଟ କରିଥିବା ସୂଚନା ମିଳିଛି । ତେବେ ଦିନ ଦ୍ବିପହରରେ ମଧ୍ୟ ହାତୀ ପଳ ରାସ୍ତା ପାରି ହେଉଥିବା ରୁ ରାସ୍ତାରେ ଯାଉଥିବା ଲୋକେ ମଧ୍ୟ ଭୟଭୀତ ଅବସ୍ଥାରେ ଯିବାଆସିବା କରୁଛନ୍ତି । ରାସ୍ତା କଡ଼ରେ ଗଛଲତା ଥିବାରୁ ହଠାତ ହାତୀପଲ ରାସ୍ତା ଉପରକୁ ଚାଲିଆସୁଛନ୍ତି । ତେଣୁ ବୁଧବାର ସକାଳେ ହାତୀପଡା ଗ୍ରାମବାସୀ ରାସ୍ତା କଡ଼ରେ ଥିବା ଲ