ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ବ୍ଳକ ରାସୋଳ ହାଟ ପଡିଆଠାରେ ସନରାଇଜ କ୍ଲବର ସୁବର୍ଣ୍ଣ ଜୟନ୍ତୀ ଆଜି ଉଦଯାପିତ ହୋଇ ଯାଇଛି। ଆଜି ସକାଳୁ କଟକରୁ ଆସିଥିବା ଚିତ୍ର ଶିଳ୍ପୀ ମାନଙ୍କ ଦ୍ୱାରା କବି ମାନଙ୍କ କବିତା ଆବୃତ୍ତି ସହ ତାକୁ ଚିତ୍ରରେ ଚର୍ଚିତ କରାଯାଇଥିଲା. ଅନୁଷ୍ଠାନର ବରିଷ୍ଠ କର୍ମକର୍ତ୍ତା ତଥା ଶିକ୍ଷାବିତ ମହେନ୍ଦ୍ର ମିଶ୍ରଙ୍କ ସଭାପତିତ୍ୱରେ ବରିଷ୍ଠ ପ୍ରାକ୍ତନ ଅଧ୍ୟାପକ ରମେଶ ସାହୁ. ଅନୁଷ୍ଠାନର ସମ୍ପାଦକ ବିନୟ କୁମାର ସାହୁ. ଅନ୍ୟାନ୍ୟ ବହୁ ଅତିଥି ମାନେ ଯୋଗ ଦେଇଥିଲେ। ମଞ୍ଚ ସଂଚାଳନ କରିଥିଲେ ବରିଷ୍ଠ ସାମ୍ବାଦିକ ବିକ୍ରମ ସାହୁ. ଏହି ଅବସରରେ ବହୁ କବି ଏବଂ ଚିତ୍ର ଶିଳ୍ପୀ ମ