ଆଜି କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ ଠାରେ " ଭାରତୀୟ କର୍ମଚାରୀ ସଙ୍ଘ ଓ ଭାରତୀୟ ସ୍ବାଭିମାନ ସଙ୍ଘ " ମିଳିତ ଆନୁକୂଲ୍ୟରେ ଜାତି ଧର୍ମ କୁ ହେଉଥିବା ନିର୍ଯ୍ୟାତନା କୁ ରୋକିବା ବା କାହିଁକି ଏପରି ସ୍ଥିତି ଉପୁଜୁଛି ତାହା ଉପରେ ଏକ ତାଲିମ ଶିବିର ଅନୁଷ୍ଠିତ ହୋଇଯାଇଛି ! ଏହି କାଯ୍ୟକ୍ରମ ଟି ମଙ୍ଗଳବାର ଦିନ 12ଘଣ୍ଟିକା ରୁ ଆରମ୍ଭ ହଇ ଅପରାହ୍ନ 4ଘଣ୍ଟିକା ପଯ୍ୟନ୍ତ ଚାଲୁ ରହିଥିଲା, ସୁଚନାମୁତାବକ ଦେଶ ତଥା ରାଜ୍ୟରେ ଅନୁସୂଚିତ ଜାତି,, ଜନଜାତି ଓ ପଛୁଆବର୍ଗ ଙ୍କ ଉପରେ ହେଉଥିବା ଅତ୍ୟାଚାର,, ନିର୍ଯ୍ୟାତନା,, ଆକ୍ରମଣ କାହିଁକି ହେଉଛି ତାକୁ ରୋକିବା କେମିତି ତାହା ଉପରେ ଶିକ୍ଷା