ସୋନପୁର: ସର୍ଦ୍ଦାର ବଲ୍ଲଭ ଭାଇ ପଟେଲଙ୍କ ୧୫୦ ତମ ଜୟନ୍ତୀ କୁ ନେଇ ଆଜି ନିଜ ସମ୍ବିଳନୀ କକ୍ଷରେ ଜିଲ୍ଲାପାଳ ନୃପରାଜ ସାହୁଙ୍କ ସାମ୍ବାଦିକ ସମ୍ବିଳନୀ
ସର୍ଦ୍ଦାର ବଲ୍ଲଭ ଭାଇ ପଟେଲଙ୍କ ୧୫୦ ତମ ଜୟନ୍ତୀ କୁ ନେଇ ଆଜି ନିଜ ସମ୍ବିଳନୀ କକ୍ଷରେ ଜିଲ୍ଲାପାଳ ନୃପରାଜ ସାହୁଙ୍କ ସାମ୍ବାଦିକ ସମ୍ବିଳନୀ। ଲୌହ ମାନବ ସର୍ଦ୍ଦାର ବଲ୍ଲଭ ଭାଇ ପଟେଲଙ୍କ ୧୫୦ ତମ ଜୟନ୍ତୀ ତଥା ରାଷ୍ଟ୍ରୀୟ ଏକତା ଦିବସ ପାଇଁ ଆସନ୍ତା ୨୧ ତାରିଖରେ ବିରମହାରଜପୁର ଠାରେ ଏକ ଦୌଡ଼ ସହ ବିଭିନ୍ନ ପ୍ରତିଯୋଗିତା ଅନୁଷ୍ଠିତ ହେବ ଏନେଇ ଆଜି ସଂଧ୍ୟା 5ଟାରେ ଜିଲ୍ଲା ନୃପରାଜ ସାହୁ ଏକ ସାମ୍ବାଦିକ ସମ୍ବିଳନୀରେ ସୂଚନା ଦେଇଛନ୍ତି।