ସୁନାବେଡା ' ପ୍ରାଚୀନ କଳା ଓ ସଂସ୍କୃତି ପରିଷଦ' ର ୨ ଜଣ ବିଦ୍ୟାର୍ଥୀ କଳାଶ୍ରୀ ପୁରସ୍କାର ପାଇଁ ମନୋନୀତ। କୋରାପୁଟ ସହର...ସୁନାବେଡ଼ା ନଗର ସ୍ଥିତ ' ପ୍ରାଚୀନ କଳା ଓ ସଂସ୍କୃତି ପରିଷଦ' ୨୦୨୫ରେ ଚିତ୍ରାଙ୍କନ ବାର୍ଷିକ ପରୀକ୍ଷାରେ ଭୁବନାନନ୍ଦ ମାଝୀ ଓ ନନ୍ଦିନୀ ଆଇକତ ସର୍ବୋଚ୍ଚ ମାର୍କ ରଖି ଉତ୍ତୀର୍ଣ୍ଣ ହୋଇଛନ୍ତି।ଛାତ୍ର ଛାତ୍ରୀ ଙ୍କ ଏହି ସଫଳତା ପାଇଁ ' ପ୍ରାଚୀନ କଳା ଓ ସଂସ୍କୃତି ପରିଷଦ ' ର ସଭାପତି ଶେଖ ଇବ୍ରାହିମ, ସମ୍ପାଦକ ମନୋଜ କୁମାର ମୁଦୁଲି , ଉପଦେଷ୍ଟା ଅମ୍ବିକା ପ୍ରସାଦ ପଟ୍ଟନାୟକ, ଯୁଗ୍ମ ସଚିବ ଅନୁରାଗ ପାତ୍ର, ପରିଚାଳନା ସଚିବ ତାପସ କୁମାର ମଲ୍ଲିକ ସେମାନଙ୍କୁ