ମୟୁରଭଞ୍ଜଜିଲ୍ଲା ଆରକ୍ଷୀଅଧୀକ୍ଷକ ବରୁଣ ଗୁଣ୍ଟୁପଲ୍ଲୀଙ୍କ ନିର୍ଦେଶକ୍ରମେ ଶୂଳିଆପଦାଥାନା ପରିସରରେ ଆମପୁଲିସ ସମିତି ପକ୍ଷରୁ ଆୟୋଜିତ ସ୍ବେଛାକୃତ ରକ୍ତଦାନ ଶିବିରେ ମୁଖ୍ୟଅତିଥି ମୟୂରଭଞ୍ଜଜିଲ୍ଲା ଅତିରିକ୍ତ ଆରକ୍ଷୀଅଧିକ୍ଷକ ଦୀପକ ଗୋଛାୟତ ଯୋଗଦେଇଥିବାବେଳେ ବୁଧବାର ଅପରାହ୍ନ ସାଢେ ୩ଟାରେ ସମାପ୍ତ ହୋଇଯାଇଛି l ଶୂଳିଆପଦା ଥାନା ଅଧିକାରୀ ସତ୍ୟ ନାରାୟଣ ବଳଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ସ୍ବେଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଥିଲା l