ଝାରପୋଖରିଆ: ସାରସକଣା ଧୁମଧାମରେ ପାଳନ ହେଲା ରାବଣ ପୋଡି,ରାବଣ ପୋଡି ଦେଖିବାକୁ ହଜାର ହଜାର ଲୋକଙ୍କ ଗହଳି ।
ସାରସକଣା ଧୁମଧାମରେ ପାଳନ ହେଲା ରାବଣ ପୋଡି,ରାବଣ ପୋଡି ଦେଖିବାକୁ ହଜାର ହଜାର ଲୋକଙ୍କ ଗହଳି । ଆଜି ସନ୍ଧ୍ୟା 7 ଟା ସମୟରେ ସାରସକଣା ହାଟ ପଡିଆରେ ରାବଣ ପୋଡି ଆୟୋଜିତ ହୋଇଯାଇଛି। ରାବଣ ପୋଡି ଦେଖିବାକୁ ହଜାର ହଜାର ଲୋକଙ୍କ ଭିଡ଼ ପରିଲକ୍ଷିତ ଦେଖିବାକୁ ମିଳିଛି । ରାମ ଲକ୍ଷ୍ମଣ ବେଶରେ ଥିବା କଳାକାରଙ୍କୁ ପୂଜା କରିବା ସହ ମଞ୍ଚ ଉପରୁ ତୀର ମାରି ଅହଙ୍କାର ରୂପୀ ରାବଣର ପ୍ରତିମୂର୍ତ୍ତିରେ ଅଗ୍ନି ସଂଯୋଗ କରିଥିଲେ ।ରାବଣ ପୋଡି ଦେଖିବାକୁ ପ୍ରବଳ ଭିଡ ଦେଖିବାକୁ ମଳିଛି । ହିନ୍ଦୁଧର୍ମରେ ରାବଣକୁ ଅହଙ୍କାରର ପ୍ରତୀକ ଭାବେ ଦର୍ଶାଯାଇଛି । ବିଜୟା ଦଶମୀରେ ରାବଣ ଦହନ କରି ନିଜ ଭିତରେ ଥି