ବାଲିଗୁଡା ପୁର୍ତବିଭାଗ ଛକ ରେ ଏକ ବାଇକ ଦୁର୍ଘଟଣା ବାଇକ ଆରହି ଆହତ, ଏହି ଦୁର୍ଘଟଣା ଟି ଗୁରବାର ସଂନ୍ଧ୍ୟା 7ଘଣ୍ଟିକା ସମୟରେ ରେ ହଇଥିବା ବେଳେ , ନୁଆସାହି ଅଞ୍ଚଳର ଏକ ଯୁବକ ଏହି ପୁର୍ତବିଭାଗ ଛକର ବୁଲାଣି ଏହି ଦୁର୍ଘଟଣା ଘଟିଥିବା ନେଇ ଥେଖିବାକୁ ମିଳିଥିଲା, ପରେ ବାଲିଗୁଡା ଉପଖଣ୍ଡ ଚିକିତ୍ସାଳୟ ରେ ପ୍ରାଥମିକ ଚିକିତ୍ସା ହେଉଥିବା ନେଇ ସୁଚନା ମିଳିଛି