ବେଗୁନିଆ: ପାଟଣାହାଟ ନିକଟରେ ବିଳମ୍ବିତ ରାତ୍ରିରେ ହାଇଓ୍ବା ଧକ୍କାରେ ଯୁବକଙ୍କ ମୃତ୍ୟୁ । ଏ ନେଇ ଘଟଣା ସ୍ଥଳରେ ରାସ୍ତା ରୋକ।
ଖୋର୍ଦ୍ଧା ଜିଲ୍ଲା ବେଗୁନିଆ ଥାନା ଅନ୍ତର୍ଗତ ବୋତଲମା ପଞ୍ଚାୟତର ପାଟଣାହାଟ ନିକଟରେ ବିଳମ୍ବିତ ରାତ୍ରିରେ ହାଇଓ୍ବା ଧକ୍କାରେ ଯୁବକଙ୍କ ମୃତ୍ୟୁ । ମୃତ ଯୁବକ ଜଣକ ଅଠରାଙ୍ଗ ଗ୍ରାମର ରମେଶ ବେହେରା ବୋଲି ସୂଚନା । ଦୁର୍ଘଟଣା ଘଟାଇ ହାଇଓ୍ବା ଫେରାର । କ୍ଷତିପୂରଣ ଦାବିରେ ପାଟଣା- ଖୋର୍ଦ୍ଧା ରାସ୍ତାରୋକ।