କାଲିମେଳା: କାଲିମେଳା ବ୍ଲକ ସଦର ମହକୁମାରେ ଅସହାୟ ସାମ୍ବାଦିକଙ୍କୁ ଭେଟି ସମବେଦନା ଜଣାଇଲେ ଉତ୍କଳ ସମ୍ବାଦିକ ସଂଘର ସଦସ୍ୟ
Kalimela, Malkangiri | Aug 3, 2025
ଉତ୍କଳ ସମ୍ବାଦିକ ସଂଘର ବିଭିନ୍ନ ସଦସ୍ୟ କାଲିମେଳା ବ୍ଲକ ସଦର ମହକୁମାରେ ଦୀର୍ଘ ଦିନ ଧରି ରୋଗାଗ୍ରସ୍ଥ ହୋଇ ରହିଥିବା ସାମ୍ବାଦିକ ଜଗନ୍ନାଥ...