ଜୟପୁର ପୌରପାଳିକା କୁ ଆଜି ଦିନ 10 ଟାରେ ୬ଜଣ ପ୍ରବେଶନାରୀ ଆଇଏଏସ ଅଧିକାରୀ ଗସ୍ତ କରିଛନ୍ତି। ଆଇଏଏସ ମାନେ ପ୍ରଥମେ ଜୟପୁର ପୌରପାଳିକାକୁ ଯାଇ ସମସ୍ତ କର୍ମଚାରୀଙ୍କ ସହ ଭେଟି ସେମାନଙ୍କୁ ସରକାରଙ୍କ ସମସ୍ତ ଯୋଜନା ବିଷୟରେ ପଚାରି ବୁଝିବା ସହ ଭିଡିଓ ମାଧ୍ୟମରେ ପୌର ପାଳିକାରେ ହୋଇଥିବା ସମସ୍ତ କାର୍ଯ୍ୟ ଗୁଡିକ ଦେଖିଥିଲେ। ପରେ ସେମାନେ କୁମ୍ଭାର ସାହି ସ୍ଥିତ ଚିକିତ୍ସାଳୟ, ପାଇଲ ସାହିରେ ଥିବା ପୌର ଉଚ୍ଚବିଦ୍ୟାଳୟ, ନାଗାର୍ଚ୍ଚି ସାହିରେ ବସବାସ କରୁଥିବା ବସ୍ତି ଅଞ୍ଚଳ ବୁଲି ଦେଖିବା ପରେ ସେମାନେମକାପୁଟ ଠାରେ ନିର୍ମାଣ ହେଉଥିବା ଖତ ପ୍ଲାଣ୍ଟ ବୁଲି ଦେଖିସଂନ୍ଧ୍ଫେରିଥିଲେ।