ଭୀମ ଭୋଇ ମେଡ଼ିକାଲ ଓଡ଼ିଟୋରିଅମ୍ରେ ଜଳ ସମ୍ପଦ ବିଭାଗ ପକ୍ଷରୁ ପାଣି ସଂରକ୍ଷଣ ସମ୍ପର୍କିତ ଏକ ସଚେତନତାମୂଳକ କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି। କାର୍ଯ୍ୟକ୍ରମରେ ପୌର ଅଧ୍ୟକ୍ଷା ଲିକା ସାହୁ ଯୋଗଦେଇ ପାଣି ସଂରକ୍ଷଣର ଆବଶ୍ୟକତା ଉପରେ ଜୋର ଦେଇଛନ୍ତି। ଭବିଷ୍ୟତ ପିଢ଼ି ପାଇଁ ପାଣିକୁ ସୁରକ୍ଷିତ ରଖିବାକୁ ସମସ୍ତଙ୍କୁ ସଚେତନ ଓ ଦାୟିତ୍ୱଶୀଳ ହେବାକୁ ସେ ଆହ୍ୱାନ