ବାରିପଦା ମ୍ୟୁନିସିପାଲଟି: ବାରିପଦା ସହିଦସ୍ମୃତି ଭବନ ଠାରେ କେନ୍ଦ୍ର ଶିକ୍ଷା ମନ୍ତ୍ରୀଙ୍କ ସମୀକ୍ଷା ବୈଠକ ଅନୁଷ୍ଠିତ
ସୋମବାର ଦିନ ପ୍ରାୟ ୧୨.୩୦ରୁ ଦିନ ୨ ଟା ଯାଏଁ ବାରିପଦାର ସହିଦସ୍ମୃତି ଭବନ ଠାରେ ଜିଲ୍ଲା ପ୍ରଶାସନ ସହିତ ଜିଲ୍ଲାର ସର୍ବାଙ୍ଗୀନ ଉନ୍ନୟନ ପାଇଁ ହେଉଥିବା ଯୋଜନା ମାନଙ୍କ ବିଷୟରେ ସମୀକ୍ଷା କରିଛନ୍ତି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ବିଶେଷ କରି ଜିଲ୍ଲାର ଶିକ୍ଷା ବିଭାଗର ଅଧିକାରୀ ଙ୍କୁ ଧରି ଜିଲ୍ଲାର ବିପର୍ଯ୍ୟସ୍ତ ଶିକ୍ଷା ବ୍ୟବସ୍ଥା ର ତର୍ଜମା ଓ ସମୀକ୍ଷା କରିଛନ୍ତି।