ଧରାକୋଟ: ସମ୍ବଲପୁର ଗ୍ରସ୍ତ ରେ ବାହାରିଲା ଗଞ୍ଜାମଜିଲ୍ଲା ପରିଷଦ ଟିମ,ଭଞ୍ଜନଗର ବ୍ଲକ କାର୍ଯ୍ୟାଳୟରୁ ବାହାରିଲା ଟିମ, ଧରାକୋଟ ଜିଲ୍ଲାପରିଷଦ ତଥା ଅଧକ୍ଷା
ଗଞ୍ଜାମ ଜିଲ୍ଲା ପରିଷଦ ର ଏକ ପ୍ରତିନିଧିତ୍ୱ ଦଳ ଆଜି ସମ୍ବଲପୁର ଜିଲ୍ଲା ଗ୍ରସ୍ତ କରିଛନ୍ତି l ଧରାକୋଟ ପୂର୍ବତନ ସରପଞ୍ଚ ତଥା ବର୍ତମାନ ର ଜିଲ୍ଲାପରିଷଦ ସଦସ୍ୟା ତଥା ଜିଲ୍ଲାପରିଷଦ ଅଧକ୍ଷା ଅଞ୍ଜଳି ସ୍ୱାଇଁ ଙ୍କ ନେତୃତ୍ୱରେ ଏହି ଟିମ ସମ୍ବଲପୁର ଗ୍ରସ୍ତ କରିଛି l ଏହି ଟିମ ରେ ବହୁ ଜିଲ୍ଲା ପରିଷଦ ସଦସ୍ୟ ମାନେ ସାମିଲ ଥିବା ବେଳେ ଭଞ୍ଜନଗର ସ୍ଥିତ ବ୍ଲକ କାର୍ଯ୍ୟାଳୟ ଠାରୁ ସମସ୍ତେ ଏକତ୍ରିତ ହୋଇ ଯାତ୍ରା ର ଶୁଭାରମ୍ଭ କରିଛନ୍ତି l ତେବେ ଏହି ଟିମ ସମ୍ବଲପୁର ଜିଲ୍ଲା ର ବିଭିନ୍ନ ଉନ୍ନୟନ କାର୍ଯ୍ୟ ବୁଲି ଦେଖିବାର କାର୍ଯ୍ୟକ୍ରମ ରହିଛି l