ସୋନପୁର: ଜିଲ୍ଲା ଏସପିଙ୍କ କାର୍ଯ୍ୟାଳୟରେ ବିଷଧର ନାଗ ସାପ ଆତଙ୍କ
ସୁବର୍ଣ୍ଣପୁର ଜିଲ୍ଲା ସଦର ଆରକ୍ଷୀ ଅଧିକ୍ଷକଙ୍କ କାର୍ଯ୍ୟାଳୟରେ ବିଷଧର ସାପ ଉଦ୍ଧାର। ଆଜି ଦିନ ପ୍ରାୟ 11ଟାରୁ 12ଟା ବେଳେ ସଦର ଆରକ୍ଷୀ ଅଧିକ୍ଷକଙ୍କ କାର୍ଯ୍ୟାଳୟ ସ୍ଥିତ ଏକ ବାତରୁମ ଭିତରେ।ଏହି ବିଷୟର ନାଗ ସାପଟିକୁ ଦେଖି ଭୟଭୀତ ହୋଇ ଯାଇଥିଲେ କାର୍ଯ୍ୟରତ ଷ୍ଟାପ୍।ଘଟଣା ଟିକୁ କାର୍ଯ୍ୟରତ କର୍ମଚାରୀ ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କୁ ଯଣାଇ ଥିଲେ।ଏବଂ ସୋନପୁର ପୋଲିସରେ କାର୍ଯ୍ୟରତ ସାପ ଧରାଳୀ କନେଷ୍ଟବଳ ଶ୍ରୀଯୁକ୍ତ ପ୍ରମୋଦ କୁମାର ଦାଶିଆ ଙ୍କ ସହିତ ଯୋଗାଯୋଗ କରିଥିଲେ। ଘଟଣା ସ୍ଥଳରେ ଶ୍ରୀଯୁକ୍ତ ଦାଶିଆ ଏବଂ ତାଙ୍କ ସହଯୋଗୀ ପହଞ୍ଚି ଆରକ୍ଷୀ ଅଧିକ୍ଷକଙ୍କ ଉପସ୍ଥିତିରେ