ବାରିପଦା ମ୍ୟୁନିସିପାଲଟି: ଜିଲ୍ଲାରେ ଆସନ୍ତା ଅଗଷ୍ଟ ୨୦ ଯାଏଁ ପବନ ବର୍ଷା ହେବା ସହ ବଜ୍ରପାତ ହେବା ନେଇ ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ୟୋଲ ୱାର୍ଣିଂ ଜାରୀ
Baripada M, Mayurbhanj | Aug 18, 2025
ମୟୂରଭଞ୍ଜ ଜିଲ୍ଲାରେ ଆସନ୍ତା ଅଗଷ୍ଟ ମାସ ୨୦ ତାରିଖ ଯାଏଁ ୩୦ ରୁ ୪୦ କିଲୋମିଟର ପ୍ରତି ଘଣ୍ଟା ପବନ ସହ ବର୍ଷା ଓ ବଜ୍ରପାତ ହେବାନେଇ ୟୋଲ...