ପାଣ୍ଡପାଲି ମହାନଦୀ ନେତ୍ର ଚିକିତ୍ସାଳୟରେ ଜାତୀୟ ସ୍ତରର ୨ ଦିବଶୀୟ ମେନକାଇଣ୍ଡ ପ୍ରୋଜେକଟ ଶିବିର ଅନୁଷ୍ଠିତ l ସୂଚନା ଅନୁସାରେ ଆଜି ସନ୍ଧ୍ୟା ୭ ଘଣ୍ଟା ପର୍ଯ୍ୟନ୍ତ ସୁବର୍ଣ୍ଣପୁର ଜିଲ୍ଲା ପାଣ୍ଡପାଲି ମହାନଦୀ ନେତ୍ର ଚିକିତ୍ସାଳୟରେ ୨ ଦିବଶୀୟ ଜାତୀୟ ସ୍ତରର ମେନକାଇଣ୍ଡ ପ୍ରଜେକଟ ଶିବିର ଅନୁଷ୍ଠିତ ହୋଇଯାଇଛି l ଶିବିରରେ ଓଡିଶା, ମହାରାଷ୍ଟ୍ର, ଆସାମ, ଝାଡାଖଣ୍ଡ, ଛତିଶଗଡ଼, ଉତରପ୍ରଦେଶ,ଆନ୍ଧ୍ରପ୍ରଦେଶ, ତେଲେଙ୍ଗାନା ଏବଂ ବିହାରରୁ ମୋଟ 70 ଜଣ ଶିବିରର୍ଥୀ ଯୋଗଦାନ କରିଥିଲେ l ଜାତୀୟ ସ୍ତରରେ ଲେପ୍ରା ସୋସାଇଟିର ମୁଖ୍ୟ କାର୍ଯ୍ୟନିର୍ବାହୀ ପ୍ରଶାନ୍ତ ନାଏକଙ୍କ ଅଧ୍ୟକ୍ଷତାରେ ଏହି ଶିବ