ରେଢାଖୋଲ: ଯୁଯୋମୁରା ଥାନା ଅଞ୍ଚଳରେ ଜଣେ ଯୁବତୀଙ୍କୁ ଅପହରଣ ଘଟଣାରେ ୬ ଅଭିଯୁକ୍ତଙ୍କୁ ଗିରଫ କଲା ପୋଲିସ
ଯୁଯୋମୁରା ଥାନାଞ୍ଚଳରେ ଜଣେ ଯୁବତୀଙ୍କୁ ଅପହରଣ କରାଯିବା ଘଟଣାରେ ପୁଲିସ ଆଜି 6 ଜଣ ଅଭିଯୁକ୍ତଙ୍କୁ ଗିରଫ କରିଥିବା ବେଳେ ମୁଖ୍ୟ ଅଭିଯୁକ୍ତ ନବ କିଶୋର ନାୟକ ଫେରାର ରହିଛି । ତେଵେ ଗିରଫ ଅଭିଯୁକ୍ତମାନେ ହୀରାକୁଦ ଥାନା ଅଞ୍ଚଳର ବୋଲି ଜଣାପଡିଛି। ଏନେଇ ଯୁଯୋମୁରା ପୋଲିସ ସୁତ୍ରରୁ ଆଜି ରାତିରେ ସୁଚନା ମିଳିଛି ।