ରାଇଘର: ସ୍କୁଲ ବସ୍ ଧ୍ଧକା ରେ ଜଣେ ବୃଦ୍ଧ ମୃତ,ତିନି ଛାତ୍ର ଛାତ୍ରୀ ଆହତ
ନବରଙ୍ଗପୁର ଜିଲ୍ଲା ରାଇଘର ବିଜୁ ପଟ୍ଟନାୟକ ମଡ଼ର୍ନ ପବ୍ଲିକ ସ୍କୁଲ ବସ ଧକ୍କାରେ ଜଣେ ବୃଦ୍ଧଙ୍କର ମୃତ୍ୟୁ ହୋଇଥିବାବେଳେ ତିନିଜଣ ଛାତ୍ର ଛାତ୍ରୀ ଆହତ ହୋଇଛନ୍ତି । ବିଜୁ ପଟ୍ଟନାୟକ ସ୍କୁଲ ବସ ପିଲା ମାନଙ୍କୁ ଧରି ରାଇଘର ଆସୁଥିବା ବେଳେ ବିପରୀତ ଦିଗରୁ ଏକ TVS xl ଗାଡିରେ ଜଣେ ବ୍ୟାକ୍ତି ନିଜ ଘରକୁ ଯାଉଥିଲେ। ଏହି ସମୟରେ ଉଭୟଙ୍କ ମଧ୍ୟରେ ଧକ୍କା ହୋଇଥିଲା। ଫଳରେ ମଟରସାଇକେଲ ଆରୋହୀ ତୁରୁଡି ଆଦିବାସୀ ଗ୍ରାମର ୬୦ ବର୍ଷର ସମାରୁ ଗଣ୍ଡ ଙ୍କ ଘଟଣାସ୍ଥଳରେ ମୃତ୍ୟୁ ଘଟିଛି ଏ