ହିଞ୍ଜିଳି: ପୁଣି ଦାଦନ ଯନ୍ତ୍ରଣା, ହିଞ୍ଜିଳି ବ୍ଲକ ରାଲବ ପଞ୍ଚାୟତ ଆଲପୁର ଗ୍ରାମରୁ ଆସିଛି ଦୁଃଖଦ ଖବର, ରୋଜଗାର କରିବାକୁ ଯାଇ ଶବ ହୋଇ ଫେରିଲେ ଯୁବକ
ଦାଦନ ଖଟିବାକୁ ଯାଇଥିବା ଗଞ୍ଜାମ ଜିଲ୍ଲା ହିଞ୍ଜିଳିକାଟୁ ବ୍ଳକ ରାଳଵ ପଞ୍ଚାୟତ ଅନ୍ତର୍ଗତ ଆଲପୁର ଗ୍ରାମର ଜଣେ ଶ୍ରମିକଙ୍କ ମୃତ୍ୟୁ ଘଟିଛି।ମୃତ ବ୍ୟକ୍ତି ଜଣକ ହେଲେ ରଞ୍ଜନ କୁମାର ପୋଲାଇ (୩୬) ପିତା ସ୍ବର୍ଗତ ଉତ୍ସବ ପୋଲାଇ ଗ୍ରାମ ଆଲପୁର ।ପ୍ରକାଶ ଥାଉ ହିଞ୍ଜିଳି ଥାନା ଅନ୍ତର୍ଗତ ଆଲପୁରୁ ଗ୍ରାମର ସ୍ବର୍ଗତ ଉତ୍ସବ ପୋଲାଇଙ୍କ ପୁତ୍ର,ରୋଜଗାର କରିବାକୁ ଯାଇଛି ଶବ ହୋଇ ଫେରିଛନ୍ତି ଯୁବକ, ପ୍ରଶାସନ ଅଧିକାରୀ ପହଞ୍ଚି ସହାୟତା ହାତ ବଢ଼ାଇଛି